{"title":"Oriya","description":"","products":[{"product_id":"oo-too-orria","title":"Oo \u0026 Too (Odia)","description":"\u003cp\u003eବୟସ୍କଙ୍କ ଜୀବନରେ ଯେମିତି ନାଟକ, କାହାଣୀ, ସିନେମା, ଚିତ୍ର ପ୍ରଦର୍ଶନୀ ଇତ୍ୟାଦି ମନକୁ ଆନନ୍ଦ, ଶାଢି ଓ ଖୁସି ଦେବାର ମହତ୍ତ୍ବ ରଖନ୍ତି ସେହିପରି ପିଲାମାନଙ୍କ ଜୀବନରେ କାହାଣୀର ମହତ୍ତ୍ବ ଯଥେଷ୍ଟ । ଏହାକୁ ଆଧାର କରି କୁହାଯାଇପାରିବ ଯେ କୁଁ ଆଉ ଟୁଁ କାହାଣୀ ହେଉଛି ପିଲାଙ୍କ ପାଇଁ ଏକ ଉତ୍ତମ କାହାଣୀ । ଏଥିରେ ବୃଦ୍ଧିକୁ ଆରାମ ଦିଆଯାଇଛି । ଭାଷାରେ ମଉଜ ଅଛି । ମନୋରଞ୍ଜନ ରହିଛି ତଥା ହସ କଥା ମଧ୍ୟ କହିଛି । ମୁଁ ଆଉ ଟୁଁ ଯେମିତି ଚରିତ୍ର ମନୋରଞ୍ଜନ ଲାଗି ଉଦ୍ଦିଷ୍ଟ । ଖାଦ୍ୟ ଖାଇବା, ପଇସା ମିଳିବା, ପରିବା କିଣିବା ଇତ୍ୟାଦି ନିତିଦିନିଆ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ଏଥିରେ ସ୍ଥାନିତ ହୋଇଥିବାରୁ ସେ ସବୁ ବୁଝିବା ପାଇଁ ଏଠାରେ କଷ୍ଟ କରିବାକୁ ପଡ଼ିବ ନାହିଁ । ଏହା ନୀତିଶିକ୍ଷା ହୋଇ ପାରିବ ନାହିଁ । ହଁ, ଦୈନନ୍ଦିନ ଘଟଣାକୁ ଏତେ ସୁନ୍ଦର ଓ ସ୍ପଷ୍ଟ ଭାବରେ କାହାଣୀରେ ରଚନା କରିଥିବାରୁ ଲେଖକଙ୍କ ଅବଦାନକୁ ମାନିବାକୁ ପଡ଼ିବ ।\u003c\/p\u003e\n\u003cp\u003e-ତାରାବାଈ ମୋ ମୋଡ଼କ\u003c\/p\u003e\n\u003cp\u003e\u003cbr\u003e\u003c\/p\u003e","brand":"Eklavya","offers":[{"title":"Default Title","offer_id":46132818837761,"sku":"9789387926035","price":80.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/COVER_-_2025-08-23T151159.392.png?v=1755942137"},{"product_id":"bumboo-the-donkey-who-would-not-budge-copy","title":"BUMBOO..The Donkey Who Would Not Budge ( Odia )","description":"\u003cp\u003e\u003cbr\u003e\u003c\/p\u003e\n\u003ctable border=\"0\" cellpadding=\"0\" cellspacing=\"0\" width=\"550\" height=\"201\"\u003e\n\u003ccolgroup\u003e \u003ccol\u003e \u003c\/colgroup\u003e\n\u003ctbody\u003e\n\u003ctr height=\"80\"\u003e\n\u003ctd height=\"80\" style=\"height: 80px; width: 347px;\"\u003e\n\u003cp\u003eବମ୍ବୁ ଲଦ୍ଦାଖର ଗୋଟିଏ ଚଞ୍ଚଳ ଓ ଅତି ସୁନ୍ଦର ଗଧ । ସେ ପଦ୍ମାର ବହୁତ ପସନ୍ଦ ଥିଲା । ଯେତେବେଳେ ସିଏ ବଡ଼ ହେଲା ଓ ପର୍ଯ୍ୟଟନ ସମୟ ଆସିଲା ତ ପଦ୍ମାର ଘରବାଲାଙ୍କୁ ତା’ ବିଷୟରେ କ’ଣ ଜଣା ପଡ଼ିଲା ?\u003c\/p\u003e\n\u003cp\u003eରାତି ହେଉ ହେଉ ସେ ଅଜବ ବ୍ୟବହାର କ’ଣ ପାଇଁ କରୁଥିଲା ? ସେ କ’ଣ ପାଇଁ ଜମାରୁ ହଲୁ ନଥିଲା ? ପଦ୍ମାର ବାପା ତା'କୁ କ’ଣ ବିକ୍ରି କରି ଦେବେ ?\u003c\/p\u003e\n\u003cp\u003eଗୋଟିଏ ଲଦ୍ଦାଖୀ ଝିଅର ଯତ୍ନ ଓ ଗୋଟିଏ ଲଦ୍ଦଖୀ ଯୁବକର ବୁଝାମଣା ବମ୍ବୁ କୁ ତା’ର ଅସାଧାରଣ ରୋଗରୁ ମୁକ୍ତ କରିବା ପାଇଁ କେମିତି ସାହାଯ୍ୟ କରୁଛି ? ଜାଣିବା ଗୋଟିଏ ସତ୍ୟ ଘଟଣାରୁ ପ୍ରେରିତ ଏ কাাগা...\u003cbr\u003e\u003c\/p\u003e\n\u003c\/td\u003e\n\u003c\/tr\u003e\n\u003c\/tbody\u003e\n\u003c\/table\u003e\n\u003cp\u003e\u003cbr\u003e\u003c\/p\u003e","brand":"Eklavya","offers":[{"title":"Default Title","offer_id":46135127081217,"sku":"9789387926059","price":150.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/Paperback_11.png?v=1753355381"},{"product_id":"o-harial-ped-o-flowering-tree-copy","title":"O Harial Ped - O Flowering Tree (Odia)","description":"\u003cp\u003eଏକଲବ୍ୟର ପରିଚୟ\u003c\/p\u003e\n\u003cp\u003eଏକଲବ୍ୟ ଏକ ସ୍ୱେଚ୍ଛାସେବୀ ସଂଗଠନ । ଏହା ଗତ କେତେ ବର୍ଷ ଧରି ଶିକ୍ଷା ଏବଂ ଜନବିଜ୍ଞାନ କ୍ଷେତ୍ରରେ କାମକରି ଆସୁଅଛି । ଏକଲବ୍ୟର ପରୀକ୍ଷା ନିରୀକ୍ଷା ସ୍କୁଲ ଏବଂ ସ୍କୁଲ ବାହାରେ ଉଭୟ କ୍ଷେତ୍ରରେ ଜାରି ରହିଛି ।\u003c\/p\u003e\n\u003cp\u003eଏକଲବ୍ୟର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏଭଳ ଶିକ୍ଷା ଯାହା ପିଲାମାନଙ୍କ ସହିତ ଓ ପରିବେଶ ସହିତ ଯୋଡ଼ି ହୋଇ ରହିଥିବ, ଯାହାକି ଖେଳକୁଦ, ପରୀକ୍ଷା ନିରୀକ୍ଷା ଏବଂ ସୃଜନାତ୍ମକ ବିଷୟ ଉପରେ ଆଧାରିତ ହୋଇଥିବ। ଆମେ ଆମ କାମ ମାଧ୍ୟମରେ ଜଜାଣିପାରିଲୁ ଯେ ସ୍କୁଲ କାର୍ଯ୍ୟକ୍ରମ ସେତିକିବେଳେ ସାର୍ଥକ ହୋଇପାରିବ ଯେତେବେଳେ ପିଲାମାନେ ସ୍କୁଲରେ, ସ୍କୁଲ ବାହାରେ ଘରେ ମଧ୍ୟ ରଚନାତ୍ମକ ପରୀକ୍ଷା ନିରୀକ୍ଷା କରିବା ପାଇଁ ସାଧନ ଉପଲବ୍ଧ ହୋଇପାରୁଥିବ। ଏଥିପାଇଁ ପୁସ୍ତକ ତଥା ପତ୍ରିକା ଏକ ମୁଖ୍ୟ ଭୂମିକା ନିର୍ବାହ କରିଥାଏ।\u003c\/p\u003e\n\u003cp\u003eଗତ କେତେ ବର୍ଷ ହେଲା ଆମେ ଆମର କାର୍ଯ୍ୟର ପ୍ରସାରଣ ପ୍ରକାଶନ କ୍ଷେତ୍ରରେ କରିଛୁ। ପିଲାମାନଙ୍କର ପତ୍ରିକା ଚକମକ ବ୍ୟତୀତ ସ୍ରୋତ ( ବିଜ୍ଞାନ ଏବଂ ଟେକ୍ନୋଲଜି ଫିଚର) ତଥା ସଂଦର୍ଭ ( ଶୈକ୍ଷିକ ପତ୍ରିକା)ଆମର ନିୟମିତ ପ୍ରକାଶନ ଅଟେ । ଶିକ୍ଷା, ଜନବିଜ୍ଞାନ ଓ ପିଲାମାନଙ୍କ ପାଇଁ ସୃଜନାତ୍ମକ ପରୀକ୍ଷା-ନିରୀକ୍ଷା ବ୍ୟତୀତ ବିକାଶର ବ୍ୟାପକ ବିଷୟରେ ସମ୍ପର୍କ ରଖୁଥିବା ପୁସ୍ତକ, ପୁସ୍ତିକା ତଥା ସାମଗ୍ରୀ ଇତ୍ୟାଦି ଏକଲବ୍ୟ ପ୍ରସ୍ତୁତ ଏବଂ ପ୍ରକାଶିତ କରୁଅଛି।\u003c\/p\u003e\n\u003cp\u003eବର୍ତ୍ତମାନ ଏକଲବ୍ୟ ମଧ୍ୟ ପ୍ରଦେଶର ଭୋପାଳ, ହୋଶଙ୍ଗାବାଦ, ପିପରିୟା, ତାମିୟା ହରଦା, ଦେୱାସ, ଇନ୍ଦୋର ଏବଂ ସାହାପୁର( ବୈତୁଳ )ରେ ଥିବା କାର୍ଯ୍ୟାଳୟ ମାଧ୍ଯମରେ କାର୍ଯ୍ୟରତ।\u003cbr\u003e\u003c\/p\u003e","brand":"Eklavya","offers":[{"title":"Default Title","offer_id":46135156211969,"sku":"9788193675908","price":85.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/COVER_-_2025-08-22T164141.843.png?v=1755861149"},{"product_id":"i-made-a-line-copy","title":"I Made a Line (Odia)","description":"\u003cp\u003eବଡ଼ମାନଙ୍କ ପାଇଁ ଦି ପଦ...\u003c\/p\u003e\n\u003cp\u003eଏହି ବହିଟି ଏମିତି ଲେଖା ଯାଇଛି କି ପିଲାମାନେ ଆପେ ଆପେ ଜାଣିପାରିବେ ଯେ ପଢ଼ିବାଟା କେତେ ମଳା ଲାଗେ । ଚିତ୍ର ଆଙ୍କିବା ଆରମ୍ଭଗାର ରୁ ଏବଂ ଏହି କାହାଣୀରେ ଫୁଲପରି ଫୁଟି ଉଠୁଥିବା ଜଣେ ପିଲା ଏହାକୁ ଖୁବ୍ ମଜା କରି କରି ମାତ୍ର ଗୋଟିଏ ଗାରରୁ ନିଜ ବୁନିଆକୁ ତିଆରି କରି ଚାଲିଲା । ଏମିତି ଲାଗୁଛି କି ଏହି ବହିକୁ ଯିଏ ପଢ଼ି ଶିଖିବ, ସେ ଗାଈ ସହିତ ଖେଳି ଖେଳି ଚିତ୍ର ମଧ୍ୟ ଆଙ୍କିବ । ତାକୁ ଲାଗିବ ପଢ଼ିବାରେ ଯେତିକି ମଳା ଚିତ୍ର ଆଙ୍କିବାରେ ମଧ୍ୟ ସେତିକି ମଜା, ବାସ୍ ଖାଲି ଆରମ୍ଭ କରିବା ବାକି ରହିଲା ।\u003c\/p\u003e\n\u003cp\u003eବଡ଼ମାନେ ବିଚାରିବେ ଏହି ବ‌ହିରେ ବାକ୍ୟଗୁଡ଼ିକ ବହୁତ ଛୋଟ ଛୋଟ, ଶବ୍ଦ ବହୁତ ସରଳ, ଏବଂ ଶବ୍ଦଗୁଡ଼ିକୁ ବାରମ୍ବାର ଓ ରଚନାତ୍ମକ ଭାବେ ପୁଣି ଦୋହରାଇ ପଢ଼ିବା ଲାଭଦାୟକ ହୋଇଥାଏ। ଏହି ବହିର ପୃଷ୍ଠା ଲେଉଟାଇଲେ କୌଣସି ବି କୁନି ପାଠକକୁ ଲାଗିବ ଯେ “ ଇଏତ ବହୁତ ମଜାଦାର ଅଟେ । ମୁଁ ଏହାକୁ ନିଜେ ପଢ଼ି ପାରିବି ।\"\u003c\/p\u003e\n\u003cp\u003eହୋଇପାରେ କି ଆପଣଙ୍କୁ କିଛି ପିଲାମାନଙ୍କୁ ଆରମ୍ଭରୁ ଏହି କାହାଣୀ ପଢ଼ିକରି ଶୁଣାଇବାକୁ ପଡ଼ିବ । ଆଉ କେତେକ ପିଲାଙ୍କୁ ପଢ଼ିବା ସମୟରେ କିଛି ସାହାଯ୍ୟ ମଧ୍ୟ କରିବାକୁ ପଡ଼ିବ। ଏଭଳି ସାହାଯ୍ୟ ଯାହାକି ଆପଣ ଅନାୟଶରେ ଦେଇ ଦିଅନ୍ତୁ । କିନ୍ତୁ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ଶ୍ରେଣୀଇ ପିଲାମାନେ ଯେଉଁମାନେ ନିଜେ ପଢ଼ିବା ଶିଖି ଗଲେଣି ସେମାନେ \" ନିଜକୁ ନିଜେ\" ପଢ଼ିଲେ ଭରପୂର ଆନନ୍ଦ ପାଇପାରିବେ ।\u003cbr\u003e\u003c\/p\u003e","brand":"Eklavya","offers":[{"title":"Default Title","offer_id":46135261528321,"sku":"9788193675984","price":100.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/COVER_-_2025-08-22T163944.760.png?v=1755861012"},{"product_id":"oont-ka-phool-copy","title":"Oont ka Phool (Odia)","description":"\u003cp\u003eଓଟ ନିଜର ଦୁର୍ନିଆ ବିଷୟରେ ସବୁ ଜାଣିଥାଏ । ଯେତେବେଳେ ସେ ଫୁଲ ସହିତ ଦେଖା ହେଲା ସେତେବେଳେ ସିଏ ଦେଖିଲା ଦୁନିଆ ତ ସେଇ କିନ୍ତୁ ତା'କୁ ଦେଖିବା କଙ୍ଗ ଅଇଲା ।\u003c\/p\u003e\n\u003cp\u003eକେତେ ମଜାଦାର ହୋଇଥାଏ ଦୁଇ ଅଜଣା ଲୋକଙ୍କ ମଧ୍ୟରେ କ‌ଥାବାର୍ଲା ଓ ସେ କଥାରୁ ବାହାରୁଥିବା ଗୋଟିଏ ନୂଆ ଚିନ୍ତାଧାରା । ଯାହା ଜଳ୍ପନାକୁ ଅନ୍ୟ ଦୁନିଆକୁ ନେଇଯାଏ ।\u003cbr\u003e\u003c\/p\u003e","brand":"Eklavya","offers":[{"title":"Default Title","offer_id":46135277682945,"sku":"9789387926004","price":145.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/COVER_-_2025-08-22T163751.731.png?v=1755860918"},{"product_id":"hamari-gaay-jani-copy","title":"Hamari Gaay Jani (Odia)","description":"","brand":"Eklavya","offers":[{"title":"Default Title","offer_id":46135280566529,"sku":"9789387926066","price":115.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/Paperback_10_6803b75d-c8be-4625-988e-73ed211eabef.png?v=1753355162"},{"product_id":"how-do-we-weigh-appukuttan-copy","title":"How Do We Weigh Appukuttan? (Odia)","description":"\u003cp\u003eଯେତେବେଳେ ଛୋଟ ରାଜକୁମାର ଅସୁକୁଟ୍ଟନକୁ ଖାଦ୍ୟ ଖୁଆଉଥିଲେ ସେତେବେଳେ ତାଙ୍କ ମୁଣ୍ଡକୁ ଏକ ପ୍ରଶ୍ନ ଆସିଲା, “ଅସୁ ?\" ଅସୁର ଓଜନ କେତେ ହେବ ? ”\u003c\/p\u003e\n\u003cp\u003eଶୀଘ୍ର ସମଗ୍ର ରାଜ୍ୟ ଏ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଲା । ଆଉ ଉତ୍ତର ମିଳିଳା କୁନି ମୀନୁ ପାଖରୁ ।\u003c\/p\u003e\n\u003cp\u003eକେମିତି ? ତାହା ତୁମେ କାହାଣୀ ପଢ଼ିଲେ ଜାଣିବ ।\u003c\/p\u003e\n\u003cp\u003eଇନ୍ଦୁ ହରିକୁମାର ପିଲାଙ୍କ ପାଇଁ ଲେଖନ୍ତି ଏବଂ ଚିତ୍ରାଙ୍କନ ମଧ୍ୟ କରନ୍ତି । ତାଙ୍କୁ ପିଲାଙ୍କ ସହ କାମ କରିବାରୁ ଆନନ୍ଦ ମିଳିଥାଏ । ଏହା ତାଙ୍କର ପ୍ରଥମ ଚିତ୍ରକଥା ।\u003cbr\u003e\u003c\/p\u003e","brand":"Eklavya","offers":[{"title":"Default Title","offer_id":46135330668801,"sku":"9789387926042","price":105.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/COVER_-_2025-08-22T163543.878.png?v=1755860764"},{"product_id":"naav-chali-bangla-copy","title":"Naa Chalila (Odia)","description":"","brand":"Eklavya","offers":[{"title":"Default Title","offer_id":46135383392513,"sku":"9788193675946","price":70.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/COVER_-_2025-08-22T163402.290.png?v=1755860665"},{"product_id":"mun-gotie-bilei","title":"Mun Gotie Bilei (Odia )","description":"\u003cp\u003eଟିଂଟୀ ଭାବୁଥୁଲା କି ସେ ଗୋଟିଏ ବିଲେଇ।\u003c\/p\u003e\n\u003cp\u003eକିନ୍ତୁ ତାର ମାଆ କହୁନ୍ତି କି ସେ ତାଙ୍କର କୁନୀ ଝିଅ ।\u003c\/p\u003e\n\u003cp\u003eଟିଂଟି କିଏ ସେ ?\u003c\/p\u003e\n\u003cp\u003eକାହାଣୀ ପଢ଼ ଏବଂ ନିଜେ ଖୋଜବାଜୁ ໑ে ໑໙...\u003cbr\u003e\u003c\/p\u003e","brand":"Eklavya","offers":[{"title":"Default Title","offer_id":46135421600001,"sku":"9788193675953","price":105.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/Paperback_21.png?v=1753427793"},{"product_id":"russy-and-pussy","title":"Russy and Pussy(Odia)","description":"\u003cp\u003eଦିନେ ରୁସି, ପୁଷି ପାଇଁ ଗୋଟିଏ ଘରର ଚିତ୍ର ତିଆରି କରୁଥିଲା । ପୁଷି ତାର ମନପସନ୍ଦର ଜିନିଷ ତିଆରି କରିଚାଲିଥିଲା । ପୁଣି କଣ ହେଲା ? ପୁଷି କଣ ସେ ଘରେ ରହିବାକୁ ଗଲା ?\u003cbr\u003e\u003c\/p\u003e","brand":"Eklavya","offers":[{"title":"Default Title","offer_id":46135429923073,"sku":"9788193675977","price":50.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/Paperback_7_df3b3e95-9586-43d2-b8ca-718fb4732f29.png?v=1753354926"},{"product_id":"payal-nikhoj","title":"Payal Nikhoj (Odia)","description":"\u003cp\u003eସକାଳୁ ପାୟଲ ବସ୍ତିରେ ଦେଖିବାକୁ ମିଳୁନି ।\u003c\/p\u003e\n\u003cp\u003eକେଉଁଠିକୁ ଯାଇଥିବ....\u003c\/p\u003e\n\u003cp\u003eଚାଲ, ତା’କୁ ଖୋଜିବା ।\u003cbr\u003e\u003c\/p\u003e","brand":"Eklavya","offers":[{"title":"Default Title","offer_id":46135434445057,"sku":"9788193675991","price":120.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/COVER_-_2025-08-22T162142.936.png?v=1755859930"},{"product_id":"khechedi","title":"Khechedi (Odia)","description":"","brand":"Eklavya","offers":[{"title":"Default Title","offer_id":46135444439297,"sku":"9789387926028","price":55.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/COVER_-_2025-08-22T162400.050.png?v=1755860065"},{"product_id":"chutki-ulli","title":"Chutki Ulli (Odia)","description":"\u003cp\u003eଚିତ୍ର-କଥା ସମ୍ପର୍କରେ କିଛି:\u003c\/p\u003e\n\u003cp\u003eଏଇ ୩ ରୁ ୭ ବର୍ଷର ପିଲାମାନଙ୍କ ପାଇଁ ସବୁଠାରୁ ଭଲ କାହାଣୀ ସେଗୁଡ଼ିକ ହୋଇଥାଏ ଯାହା ତାଙ୍କ ପରିବେଶକୁ ନେଇ ରଚିତ ହୋଇଥାଏ । ଏବଂ ପିଲାମାନଙ୍କ ପାଇଁ ପ୍ରସ୍ତୁତ ଚିତ୍ରକଥା ଏମିତି ହେବା କଥା ଯେଉଁଥିରେ ନୂଆ-ନୂଆ ପରିସ୍ଥିତି ଓ ପ୍ରଶ୍ନକୁ ଅନ୍ଵେଷଣ କରୁଥିବା କିଛି ଅଳ୍ପ-ବହୁତ ଚରିତ୍ର ଥିବା ଦରକାର । କିଛି କଥା କାହାଣୀରେ ବାରମ୍ବାର ଲେଖା ରହିଥିବା ବେଳେ ଆଉ କିଛି ନୂଆ ନୂଆ କଥା ଖୋଲି ଚାଲିଥିବ । ଲିଖିତ ଭାଷା କମ୍ ଥିବ କିନ୍ତୁ ପରିଚିତ ଶବ୍ଦ ହୋଇଥିବ । ଚିତ୍ରରେ ଭରପୂର ତ ରହିବ, ତେବେ ଏହାର ଟିକିନିଖି କଥା ଉପରେ ମଧ୍ୟ ଧ୍ୟାନ ଦିଆଯିବା ଉଚିତ୍ର ଯାହା କାହାଣୀକୁ ଅଧିକ ସମୃଦ୍ଧ କରିବ ଓ ପିଲାମାନଙ୍କ ମନରେ ସବୁଦିନ ପାଇଁ ଛାପି ହୋଇ ରହିଯିବ । ନୂଆ ନୂଆ ପାଠପଢ଼ା ଆରମ୍ଭ କରୁଥିବା କୁନି କୁନି ପିଲାମାନଙ୍କ ପାଇଁ ଭଲ ସାଙ୍ଗଟିଏ ହେଉଛି ଏ ଚିତ୍ର-କଥା ।\u003cbr\u003e\u003c\/p\u003e","brand":"Eklavya","offers":[{"title":"Default Title","offer_id":46135449452801,"sku":"9789387926011","price":60.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/COVER_-_2025-08-22T162810.317.png?v=1755860314"},{"product_id":"tinoti-bilei-chhua","title":"Tinoti Bilei Chhua (Odia)","description":"\u003cp\u003eତିନୋଟି ବିଲେଇ ଛୁଆ ।\u003c\/p\u003e\n\u003cp\u003eଗୋଟିଏ କଳା, ଗୋଟିଏ କସରା ଏବଂ ଆଉ ଗୋଟିଏ ଧଳା ।\u003cbr\u003e\u003c\/p\u003e","brand":"Eklavya","offers":[{"title":"Default Title","offer_id":46135468884225,"sku":"9788193675960","price":90.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/COVER_-_2025-08-22T163014.527.png?v=1755860453"},{"product_id":"schoolre-pranabara-pratham-dina-oriya","title":"Schoolre Pranabara Pratham Dina ( Odia)","description":"\u003cp\u003eସ୍କୁଲ ରେ ପ୍ରଣବର ଏଇଟା ପ୍ରଥମ ଦିନ ।\u003c\/p\u003e\n\u003cp\u003eସେଠାରେ ବହୁତ ଗୁଡ଼ିଏ ଅନ୍ୟ ପିଲାଥିଲେ ଏବଂ ସେମାନେ ସମସ୍ତେ କାନ୍ଦୁଥିଲେ । ପଢ଼ନ୍ତୁ ଏବଂ ଜାଣନ୍ତୁ କି ଆଗକୁ ସବୁ କଣ ହେଲା...\u003c\/p\u003e\n\u003cp\u003eନନ୍ଦିନୀ ନାୟର ପ୍ରଣବ ସ୍କୁଲ କୈସା ଗୟା ର ଲେଖିକା ଅଟନ୍ତି । ତାଙ୍କର ବ‌ହି ପ୍ରଣବ କି ତସ୍ଵୀର ( ୨୦୦୫) ଏବଂ ମୈନେ କ୍ୟା ବନାଇଁ ? ( ୨୦୦୬) ତୁଲିକା ରେ ପ୍ରକାଶିତ ହୋଇ ଯାଇଛି । ଭାରତରେ ପ୍ରକାଶିତ ହେବା ପରେ ଦ୍ବିତୀୟ ବହିଟିର ଇଂରାଜୀ ସଂସ୍କରଣ ୟୁ.କେ., ୟୁ.ଏସ୍.ଏ. ଏବଂ କାନାଡ଼ାରେ ମଧ୍ୟ ପ୍ରକାଶିତ ହୋଇଅଛି । ସେ ଆହୁରି ଅନେକ କାହାଣୀମାନ ମଧ୍ୟ ଲେଖିଛନ୍ତି, ଯାହାକି ଡିମଡିମା, ସକାଳ ଟାଇମ୍ଭ, ଦ ହିନ୍ଦୁ, ଟିଂକଲ ଏବଂ ଚିଲ୍‌ଡ୍ରେନସ୍ ୱାର୍ଚ୍ଚ ରେ ପ୍ରକାଶିତ ହୋଇଛି।\u003c\/p\u003e\n\u003cp\u003eଦିଲ୍ଲୀପ ଚିଂଚାଲକର ଶିକ୍ଷାରେ ବାୟୋକେମିଷ୍ଟ ଅଟନ୍ତ, କିନ୍ତୁ ଆନ୍ତରିକ ପ୍ରେରଣାରେ ସେ ଜଣେ ଲେଖକ। ସେ ଜଣେ ଇଲସ୍ଟ୍ରେଟର ଓ ଡିଜାଇନର ହୋଇଥିବା ସ‌ହିତ ଶିକ୍ଷକ, ଚିତ୍ରକାର, ମାଳୀ, ଟ୍ରକ ଡ୍ରାଇଭର ଏବଂ ହିଡହାଇକର ମଧ୍ୟ ଥିଲେ ।\u003cbr\u003e\u003c\/p\u003e","brand":"Eklavya","offers":[{"title":"Default Title","offer_id":46135472357633,"sku":"9788193675922","price":70.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/COVER_-_2025-08-22T163212.387.png?v=1755860557"},{"product_id":"a-dogs-day-odia","title":"A Dog's Day (Odia)","description":"\u003cp\u003eକେବେ ଭାାବିଛି ଗୋୋଟିିଏ କୁୁକୁୁରର ଦିିନଟିିଏ କିପରିି ି ବିତୁିୁଥିବ, ଦିିନସାାରାା ସେ\u003cbr\u003eକରୁୁଥିବ କ’ଣ...\u003cbr\u003eଏହିି ଚିିତ୍ରଗୁୁଡ଼ିକୁିୁଦେଖ ଆଉ ପଢ଼। ଏସବୁୁଦେଖି ଯଦିି ତୁୁମ ମନକୁୁକିଛିିି ଗପ\u003cbr\u003eଆସୁଛିୁ ି ତେବେ ଆମକୁୁଜଣାାଅ।\u003c\/p\u003e","brand":"Eklavya","offers":[{"title":"Default Title","offer_id":46905582911745,"sku":null,"price":80.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/ADog_sDay_Odia_25.10.25_page-0001.jpg?v=1767268945"},{"product_id":"aarav-ka-chhata-oriya","title":"Aarav ka Chhata (Odia)","description":"\u003cp\u003eଆରବର ମା ତା ପାଇଁ ଛତାଟିଏ ଆଣିଲେ । କିନ୍ତୁ ବର୍ଷା ତ ହେଉନାହିଁ ।\u003c\/p\u003e\n\u003cp\u003eଏବେ ଆରବ ଛତାକୁ କରିବ ବା କ'ଣ...\u003c\/p\u003e","brand":"Eklavya","offers":[{"title":"Default Title","offer_id":46905587958017,"sku":null,"price":70.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/Aarav_ka_Chhata_Front.png?v=1771417591"},{"product_id":"haleem-chala-chanda-par-oriya","title":"Haleem Chala Chanda Par (Odia)","description":"\u003cp\u003eହଲିମ୍ ଜହ୍ନ ପାଖକୁ ଯିବାକୁ ଚାହୁଁଥିଲା । ତେଣୁ ସେ ଗୋଟେ ରକେଟ୍ ରେ ବସି ବାହାରି ପଡ଼ିଲା | କିନ୍ତୁ ଜହ୍ନରେ ପହଞ୍ଚିବା ପରେ କ'ଣ ହେଲା?\u003c\/p\u003e","brand":"Eklavya","offers":[{"title":"Default Title","offer_id":46905660145921,"sku":null,"price":75.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/Paperback_36_15d8ab66-a741-4438-a758-718b8ecf18d8.png?v=1771414265"},{"product_id":"kitna-sara-kaam-odia","title":"Kitna Sara Kaam (Odia)","description":"\u003cp\u003eଖରାବେଳ ହୋଇଥିଲା I ଅଜା ଆଈ ଦୁଇଜଣ ଯାକ ଶୋଇପଡ଼ିଥିଲେ।\u003c\/p\u003e\n\u003cp\u003eହେଲେ ଆରବ ଆଖିରେ ନିଦ କାହିଁ ? ଏବେ ଆରବ କଣ କରିବ? ଶୋଇବା ପାଇଁ ବୃଥା ଚେଷ୍ଟା ନା ଆଉ କିଛି..\u003c\/p\u003e","brand":"Eklavya","offers":[{"title":"Default Title","offer_id":46932280213761,"sku":null,"price":70.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/Kitna_Sara_kaam_Front.png?v=1771417594"},{"product_id":"listen-to-appa-oriya","title":"Listen to Appa  (Odia)","description":"\u003cp\u003eକାଜଲ ଓ ତାର ବାପା ଜେଜେମା କୁ ଭେଟିବାକୁ ବାହାରନ୍ତି । କାଜଲ ବାପାଙ୍କ ସବୁ କଥା ଶୁଣେ । କିନ୍ତୁ ସେହି ଦୁଇଜଣଙ୍କ ସହ ଏତେ ମଜା ଓ ଆଶା କରାଯାଉନଥିବା ଘଟଣାଗୁଡିକ କଥାଗୁଡିକ କେମିତି ଘଟେ?\u003c\/p\u003e","brand":"Eklavya","offers":[{"title":"Default Title","offer_id":46932282573057,"sku":"9789348176417","price":90.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0663\/4589\/4145\/files\/Appa_Ki_Sunnana_Front.png?v=1771417787"}],"url":"https:\/\/eklavyapitara.in\/collections\/oriya.oembed","provider":"Eklavya Pitara","version":"1.0","type":"link"}