Skip to product information
1 of 2

Chutki Ulli ( Oriya )

Chutki Ulli ( Oriya )

ଟିକି ପେଚା ଛୁଆ
Publisher: Eklavya
Author: Mike Thelar
Translator: Dash Benhur
Illustrator: Kanak Shashi
ISBN: 978-93-87926-01-1
Binding: Paperback
Language: Oriya
Pages: 12
Published: April-2018
Regular price ₹ 60.00
Regular price Sale price ₹ 60.00
Sale Sold out
Taxes included. Shipping calculated at checkout.

ଚିତ୍ର-କଥା ସମ୍ପର୍କରେ କିଛି:

ଏଇ ୩ ରୁ ୭ ବର୍ଷର ପିଲାମାନଙ୍କ ପାଇଁ ସବୁଠାରୁ ଭଲ କାହାଣୀ ସେଗୁଡ଼ିକ ହୋଇଥାଏ ଯାହା ତାଙ୍କ ପରିବେଶକୁ ନେଇ ରଚିତ ହୋଇଥାଏ । ଏବଂ ପିଲାମାନଙ୍କ ପାଇଁ ପ୍ରସ୍ତୁତ ଚିତ୍ରକଥା ଏମିତି ହେବା କଥା ଯେଉଁଥିରେ ନୂଆ-ନୂଆ ପରିସ୍ଥିତି ଓ ପ୍ରଶ୍ନକୁ ଅନ୍ଵେଷଣ କରୁଥିବା କିଛି ଅଳ୍ପ-ବହୁତ ଚରିତ୍ର ଥିବା ଦରକାର । କିଛି କଥା କାହାଣୀରେ ବାରମ୍ବାର ଲେଖା ରହିଥିବା ବେଳେ ଆଉ କିଛି ନୂଆ ନୂଆ କଥା ଖୋଲି ଚାଲିଥିବ । ଲିଖିତ ଭାଷା କମ୍ ଥିବ କିନ୍ତୁ ପରିଚିତ ଶବ୍ଦ ହୋଇଥିବ । ଚିତ୍ରରେ ଭରପୂର ତ ରହିବ, ତେବେ ଏହାର ଟିକିନିଖି କଥା ଉପରେ ମଧ୍ୟ ଧ୍ୟାନ ଦିଆଯିବା ଉଚିତ୍ର ଯାହା କାହାଣୀକୁ ଅଧିକ ସମୃଦ୍ଧ କରିବ ଓ ପିଲାମାନଙ୍କ ମନରେ ସବୁଦିନ ପାଇଁ ଛାପି ହୋଇ ରହିଯିବ । ନୂଆ ନୂଆ ପାଠପଢ଼ା ଆରମ୍ଭ କରୁଥିବା କୁନି କୁନି ପିଲାମାନଙ୍କ ପାଇଁ ଭଲ ସାଙ୍ଗଟିଏ ହେଉଛି ଏ ଚିତ୍ର-କଥା ।

View full details

Customer Reviews

Be the first to write a review
0%
(0)
0%
(0)
0%
(0)
0%
(0)
0%
(0)