1
/
of
2
How Do We Weigh Appukuttan? (Oriya)
How Do We Weigh Appukuttan? (Oriya)
No reviews
Publisher: Eklavya
Author: Adapted from a Chinese folktale, Story : Indu Har
Translator: Dash Benhur
Illustrator: Indu Harikumar
ISBN: 978-93-87926-04-2
Binding: Paperback
Language: Oriya
Pages: 20
Published: April-2018
Regular price
₹ 105.00
Regular price
₹ 65.00
Sale price
₹ 105.00
Unit price
/
per
Taxes included.
Shipping calculated at checkout.
Couldn't load pickup availability
Share
ଯେତେବେଳେ ଛୋଟ ରାଜକୁମାର ଅସୁକୁଟ୍ଟନକୁ ଖାଦ୍ୟ ଖୁଆଉଥିଲେ ସେତେବେଳେ ତାଙ୍କ ମୁଣ୍ଡକୁ ଏକ ପ୍ରଶ୍ନ ଆସିଲା, “ଅସୁ ?" ଅସୁର ଓଜନ କେତେ ହେବ ? ”
ଶୀଘ୍ର ସମଗ୍ର ରାଜ୍ୟ ଏ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଲା । ଆଉ ଉତ୍ତର ମିଳିଳା କୁନି ମୀନୁ ପାଖରୁ ।
କେମିତି ? ତାହା ତୁମେ କାହାଣୀ ପଢ଼ିଲେ ଜାଣିବ ।
ଇନ୍ଦୁ ହରିକୁମାର ପିଲାଙ୍କ ପାଇଁ ଲେଖନ୍ତି ଏବଂ ଚିତ୍ରାଙ୍କନ ମଧ୍ୟ କରନ୍ତି । ତାଙ୍କୁ ପିଲାଙ୍କ ସହ କାମ କରିବାରୁ ଆନନ୍ଦ ମିଳିଥାଏ । ଏହା ତାଙ୍କର ପ୍ରଥମ ଚିତ୍ରକଥା ।

