Skip to product information
1 of 2

I Made a Line (Oriya )

I Made a Line (Oriya )

ମୁଁ ଏକ ଗାର ଟାଣିଲି
Publisher: Eklavya
Author: Leonard Kessler
Translator: Ramesh Gumansingh
Illustrator: Leonard Kessler
ISBN: 978-81-93675-98-4
Binding: Paperback
Language: Oriya
Pages: 60
Published: April-2018
Regular price ₹ 100.00
Regular price Sale price ₹ 100.00
Sale Sold out
Taxes included. Shipping calculated at checkout.

ବଡ଼ମାନଙ୍କ ପାଇଁ ଦି ପଦ...

ଏହି ବହିଟି ଏମିତି ଲେଖା ଯାଇଛି କି ପିଲାମାନେ ଆପେ ଆପେ ଜାଣିପାରିବେ ଯେ ପଢ଼ିବାଟା କେତେ ମଳା ଲାଗେ । ଚିତ୍ର ଆଙ୍କିବା ଆରମ୍ଭଗାର ରୁ ଏବଂ ଏହି କାହାଣୀରେ ଫୁଲପରି ଫୁଟି ଉଠୁଥିବା ଜଣେ ପିଲା ଏହାକୁ ଖୁବ୍ ମଜା କରି କରି ମାତ୍ର ଗୋଟିଏ ଗାରରୁ ନିଜ ବୁନିଆକୁ ତିଆରି କରି ଚାଲିଲା । ଏମିତି ଲାଗୁଛି କି ଏହି ବହିକୁ ଯିଏ ପଢ଼ି ଶିଖିବ, ସେ ଗାଈ ସହିତ ଖେଳି ଖେଳି ଚିତ୍ର ମଧ୍ୟ ଆଙ୍କିବ । ତାକୁ ଲାଗିବ ପଢ଼ିବାରେ ଯେତିକି ମଳା ଚିତ୍ର ଆଙ୍କିବାରେ ମଧ୍ୟ ସେତିକି ମଜା, ବାସ୍ ଖାଲି ଆରମ୍ଭ କରିବା ବାକି ରହିଲା ।

ବଡ଼ମାନେ ବିଚାରିବେ ଏହି ବ‌ହିରେ ବାକ୍ୟଗୁଡ଼ିକ ବହୁତ ଛୋଟ ଛୋଟ, ଶବ୍ଦ ବହୁତ ସରଳ, ଏବଂ ଶବ୍ଦଗୁଡ଼ିକୁ ବାରମ୍ବାର ଓ ରଚନାତ୍ମକ ଭାବେ ପୁଣି ଦୋହରାଇ ପଢ଼ିବା ଲାଭଦାୟକ ହୋଇଥାଏ। ଏହି ବହିର ପୃଷ୍ଠା ଲେଉଟାଇଲେ କୌଣସି ବି କୁନି ପାଠକକୁ ଲାଗିବ ଯେ “ ଇଏତ ବହୁତ ମଜାଦାର ଅଟେ । ମୁଁ ଏହାକୁ ନିଜେ ପଢ଼ି ପାରିବି ।"

ହୋଇପାରେ କି ଆପଣଙ୍କୁ କିଛି ପିଲାମାନଙ୍କୁ ଆରମ୍ଭରୁ ଏହି କାହାଣୀ ପଢ଼ିକରି ଶୁଣାଇବାକୁ ପଡ଼ିବ । ଆଉ କେତେକ ପିଲାଙ୍କୁ ପଢ଼ିବା ସମୟରେ କିଛି ସାହାଯ୍ୟ ମଧ୍ୟ କରିବାକୁ ପଡ଼ିବ। ଏଭଳି ସାହାଯ୍ୟ ଯାହାକି ଆପଣ ଅନାୟଶରେ ଦେଇ ଦିଅନ୍ତୁ । କିନ୍ତୁ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ଶ୍ରେଣୀଇ ପିଲାମାନେ ଯେଉଁମାନେ ନିଜେ ପଢ଼ିବା ଶିଖି ଗଲେଣି ସେମାନେ " ନିଜକୁ ନିଜେ" ପଢ଼ିଲେ ଭରପୂର ଆନନ୍ଦ ପାଇପାରିବେ ।

View full details

Customer Reviews

Be the first to write a review
0%
(0)
0%
(0)
0%
(0)
0%
(0)
0%
(0)