O Harial Ped - O Flowering Tree (Oriya)
O Harial Ped - O Flowering Tree (Oriya)
Publisher: Eklavya
Author: Eklavya Team
Translator: Ramesh Gumansingh
Illustrator: Ranu Titus
ISBN: 978-81-93675-90-8
Binding: Paperback
Language: Oriya
Pages: 20
Published: April-2018
Couldn't load pickup availability
Share
ଏକଲବ୍ୟର ପରିଚୟ
ଏକଲବ୍ୟ ଏକ ସ୍ୱେଚ୍ଛାସେବୀ ସଂଗଠନ । ଏହା ଗତ କେତେ ବର୍ଷ ଧରି ଶିକ୍ଷା ଏବଂ ଜନବିଜ୍ଞାନ କ୍ଷେତ୍ରରେ କାମକରି ଆସୁଅଛି । ଏକଲବ୍ୟର ପରୀକ୍ଷା ନିରୀକ୍ଷା ସ୍କୁଲ ଏବଂ ସ୍କୁଲ ବାହାରେ ଉଭୟ କ୍ଷେତ୍ରରେ ଜାରି ରହିଛି ।
ଏକଲବ୍ୟର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏଭଳ ଶିକ୍ଷା ଯାହା ପିଲାମାନଙ୍କ ସହିତ ଓ ପରିବେଶ ସହିତ ଯୋଡ଼ି ହୋଇ ରହିଥିବ, ଯାହାକି ଖେଳକୁଦ, ପରୀକ୍ଷା ନିରୀକ୍ଷା ଏବଂ ସୃଜନାତ୍ମକ ବିଷୟ ଉପରେ ଆଧାରିତ ହୋଇଥିବ। ଆମେ ଆମ କାମ ମାଧ୍ୟମରେ ଜଜାଣିପାରିଲୁ ଯେ ସ୍କୁଲ କାର୍ଯ୍ୟକ୍ରମ ସେତିକିବେଳେ ସାର୍ଥକ ହୋଇପାରିବ ଯେତେବେଳେ ପିଲାମାନେ ସ୍କୁଲରେ, ସ୍କୁଲ ବାହାରେ ଘରେ ମଧ୍ୟ ରଚନାତ୍ମକ ପରୀକ୍ଷା ନିରୀକ୍ଷା କରିବା ପାଇଁ ସାଧନ ଉପଲବ୍ଧ ହୋଇପାରୁଥିବ। ଏଥିପାଇଁ ପୁସ୍ତକ ତଥା ପତ୍ରିକା ଏକ ମୁଖ୍ୟ ଭୂମିକା ନିର୍ବାହ କରିଥାଏ।
ଗତ କେତେ ବର୍ଷ ହେଲା ଆମେ ଆମର କାର୍ଯ୍ୟର ପ୍ରସାରଣ ପ୍ରକାଶନ କ୍ଷେତ୍ରରେ କରିଛୁ। ପିଲାମାନଙ୍କର ପତ୍ରିକା ଚକମକ ବ୍ୟତୀତ ସ୍ରୋତ ( ବିଜ୍ଞାନ ଏବଂ ଟେକ୍ନୋଲଜି ଫିଚର) ତଥା ସଂଦର୍ଭ ( ଶୈକ୍ଷିକ ପତ୍ରିକା)ଆମର ନିୟମିତ ପ୍ରକାଶନ ଅଟେ । ଶିକ୍ଷା, ଜନବିଜ୍ଞାନ ଓ ପିଲାମାନଙ୍କ ପାଇଁ ସୃଜନାତ୍ମକ ପରୀକ୍ଷା-ନିରୀକ୍ଷା ବ୍ୟତୀତ ବିକାଶର ବ୍ୟାପକ ବିଷୟରେ ସମ୍ପର୍କ ରଖୁଥିବା ପୁସ୍ତକ, ପୁସ୍ତିକା ତଥା ସାମଗ୍ରୀ ଇତ୍ୟାଦି ଏକଲବ୍ୟ ପ୍ରସ୍ତୁତ ଏବଂ ପ୍ରକାଶିତ କରୁଅଛି।
ବର୍ତ୍ତମାନ ଏକଲବ୍ୟ ମଧ୍ୟ ପ୍ରଦେଶର ଭୋପାଳ, ହୋଶଙ୍ଗାବାଦ, ପିପରିୟା, ତାମିୟା ହରଦା, ଦେୱାସ, ଇନ୍ଦୋର ଏବଂ ସାହାପୁର( ବୈତୁଳ )ରେ ଥିବା କାର୍ଯ୍ୟାଳୟ ମାଧ୍ଯମରେ କାର୍ଯ୍ୟରତ।

