1
/
of
2
Oo & Too (Oriya)
Oo & Too (Oriya)
No reviews
Publisher: Eklavya
Author: A Marathi Traditional Story
Translator: Dash Benhur
Illustrator: Sujatha Bhagwat
ISBN: 978-93-87926-03-5
Binding: Paperback
Language: Oriya
Pages: 12
Published: April-2018
Regular price
₹ 80.00
Regular price
Sale price
₹ 80.00
Unit price
/
per
Taxes included.
Shipping calculated at checkout.
Couldn't load pickup availability
Share
ବୟସ୍କଙ୍କ ଜୀବନରେ ଯେମିତି ନାଟକ, କାହାଣୀ, ସିନେମା, ଚିତ୍ର ପ୍ରଦର୍ଶନୀ ଇତ୍ୟାଦି ମନକୁ ଆନନ୍ଦ, ଶାଢି ଓ ଖୁସି ଦେବାର ମହତ୍ତ୍ବ ରଖନ୍ତି ସେହିପରି ପିଲାମାନଙ୍କ ଜୀବନରେ କାହାଣୀର ମହତ୍ତ୍ବ ଯଥେଷ୍ଟ । ଏହାକୁ ଆଧାର କରି କୁହାଯାଇପାରିବ ଯେ କୁଁ ଆଉ ଟୁଁ କାହାଣୀ ହେଉଛି ପିଲାଙ୍କ ପାଇଁ ଏକ ଉତ୍ତମ କାହାଣୀ । ଏଥିରେ ବୃଦ୍ଧିକୁ ଆରାମ ଦିଆଯାଇଛି । ଭାଷାରେ ମଉଜ ଅଛି । ମନୋରଞ୍ଜନ ରହିଛି ତଥା ହସ କଥା ମଧ୍ୟ କହିଛି । ମୁଁ ଆଉ ଟୁଁ ଯେମିତି ଚରିତ୍ର ମନୋରଞ୍ଜନ ଲାଗି ଉଦ୍ଦିଷ୍ଟ । ଖାଦ୍ୟ ଖାଇବା, ପଇସା ମିଳିବା, ପରିବା କିଣିବା ଇତ୍ୟାଦି ନିତିଦିନିଆ ଜୀବନରେ ଘଟୁଥିବା ଘଟଣାଗୁଡ଼ିକ ଏଥିରେ ସ୍ଥାନିତ ହୋଇଥିବାରୁ ସେ ସବୁ ବୁଝିବା ପାଇଁ ଏଠାରେ କଷ୍ଟ କରିବାକୁ ପଡ଼ିବ ନାହିଁ । ଏହା ନୀତିଶିକ୍ଷା ହୋଇ ପାରିବ ନାହିଁ । ହଁ, ଦୈନନ୍ଦିନ ଘଟଣାକୁ ଏତେ ସୁନ୍ଦର ଓ ସ୍ପଷ୍ଟ ଭାବରେ କାହାଣୀରେ ରଚନା କରିଥିବାରୁ ଲେଖକଙ୍କ ଅବଦାନକୁ ମାନିବାକୁ ପଡ଼ିବ ।
-ତାରାବାଈ ମୋ ମୋଡ଼କ

