1
/
of
2
Schoolre Pranabara Pratham Dina ( Oriya )
Schoolre Pranabara Pratham Dina ( Oriya )
No reviews
Publisher: Eklavya
Author: Nandini Nayar
Translator: Ramesh Gumansingh
Illustrator: Dileep Chinchalker
ISBN: 978-81-93675-92-2
Binding: Paperback
Language: Oriya
Pages: 12
Published: April-2018
Regular price
₹ 70.00
Regular price
Sale price
₹ 70.00
Unit price
/
per
Taxes included.
Shipping calculated at checkout.
Couldn't load pickup availability
Share
ସ୍କୁଲ ରେ ପ୍ରଣବର ଏଇଟା ପ୍ରଥମ ଦିନ ।
ସେଠାରେ ବହୁତ ଗୁଡ଼ିଏ ଅନ୍ୟ ପିଲାଥିଲେ ଏବଂ ସେମାନେ ସମସ୍ତେ କାନ୍ଦୁଥିଲେ । ପଢ଼ନ୍ତୁ ଏବଂ ଜାଣନ୍ତୁ କି ଆଗକୁ ସବୁ କଣ ହେଲା...
ନନ୍ଦିନୀ ନାୟର ପ୍ରଣବ ସ୍କୁଲ କୈସା ଗୟା ର ଲେଖିକା ଅଟନ୍ତି । ତାଙ୍କର ବହି ପ୍ରଣବ କି ତସ୍ଵୀର ( ୨୦୦୫) ଏବଂ ମୈନେ କ୍ୟା ବନାଇଁ ? ( ୨୦୦୬) ତୁଲିକା ରେ ପ୍ରକାଶିତ ହୋଇ ଯାଇଛି । ଭାରତରେ ପ୍ରକାଶିତ ହେବା ପରେ ଦ୍ବିତୀୟ ବହିଟିର ଇଂରାଜୀ ସଂସ୍କରଣ ୟୁ.କେ., ୟୁ.ଏସ୍.ଏ. ଏବଂ କାନାଡ଼ାରେ ମଧ୍ୟ ପ୍ରକାଶିତ ହୋଇଅଛି । ସେ ଆହୁରି ଅନେକ କାହାଣୀମାନ ମଧ୍ୟ ଲେଖିଛନ୍ତି, ଯାହାକି ଡିମଡିମା, ସକାଳ ଟାଇମ୍ଭ, ଦ ହିନ୍ଦୁ, ଟିଂକଲ ଏବଂ ଚିଲ୍ଡ୍ରେନସ୍ ୱାର୍ଚ୍ଚ ରେ ପ୍ରକାଶିତ ହୋଇଛି।
ଦିଲ୍ଲୀପ ଚିଂଚାଲକର ଶିକ୍ଷାରେ ବାୟୋକେମିଷ୍ଟ ଅଟନ୍ତ, କିନ୍ତୁ ଆନ୍ତରିକ ପ୍ରେରଣାରେ ସେ ଜଣେ ଲେଖକ। ସେ ଜଣେ ଇଲସ୍ଟ୍ରେଟର ଓ ଡିଜାଇନର ହୋଇଥିବା ସହିତ ଶିକ୍ଷକ, ଚିତ୍ରକାର, ମାଳୀ, ଟ୍ରକ ଡ୍ରାଇଭର ଏବଂ ହିଡହାଇକର ମଧ୍ୟ ଥିଲେ ।

